ଟାଟା କମ୍ପାନୀ ପାଇଁ ଗାଁରେ ପଶିଲା ପୋଲିସ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ମଙ୍ଗରାଜପୁର ପଂଚାୟତ ର ହସିଣା ଗ୍ରାମରେ ଆଜି ଇଲେଟ୍ରି ଡ଼ିପାଟମେଣ୍ଟ ଟାଟା କମ୍ପାନୀ ତରଫରୁ ଆସିଥିବା ଷ୍ଟାଫ ଯେଉଁ ବୋଲର ଆଣି ଆସିଥିଲା ସେ ଗାଡିର ଫିଟ ନେସ ନଥିବାରୁ ସେଗାଡି କୁ କିଛି ଲୋକ ଓ ମହିଳା ମାନେ ଗାଡିକୁ ଅଟକ ରଖି ଆରଟିଓ କୁ ଯୋଗାଯୋଗ କରିଥିଲେ ଗାଡି ସିଜ ନହେବା ପର୍ଯନ୍ତ ଗାଡି ହସିଣା ଗ୍ରାମରୁ ଯାଇ ପାରିବ ନାହଁ ବୋଲି ହସିଣା ଗ୍ରାମର ଜନ ସାଧାରଣ ଦାବି କରିଛନ୍ତି, TPCODL କମ୍ପାନୀ ର ଆସିଥିବା କର୍ମଚାରୀ ମାନେ ଚପଲ ପିନ୍ଧି ଦେଇପିଣ୍ଡି ପଶିବା ଦ୍ୱରା ଓ ମିଟରକୁ ତାଡି କଂଜୁମର ମାନଙ୍କୁ ଟଙ୍କା ମାଗିବା ରୁ ଉତେଜନା ପକାଶ ପାଇଛି, ପୋଲିସର 112 ଭ୍ୟାନ ଆସି ଲୋକଙ୍କୁ ବୁଝା ସୁଜା କରିବା ପରେ ଉତେଜନା ଶାନ୍ତ ପଡିଥିଲା,TPCODL କମ୍ପାନୀ ଏଭଳି ଏକ ଛତ୍ର ବାଦୀ ମନମାନି କାର୍ଯ୍ୟ କଳାପ କୁ ଦୃଢ଼ ନିନ୍ଦା କରାଯାଉଛି |