ଦେଶବିଦେଶ

ପୁଣି ଗୋଟେ ଭୟଙ୍କର ରେଳ ଦୂର୍ଘଟଣା

ପୁଣି ଘଟିଛି ଆଉ ଗୋଟିଏ ଭୟଙ୍କର ରେଳ ଦୁର୍ଘଟଣା |ଦୁର୍ଘଟଣାରେ 2 ଜଣ ମୃତ୍ୟୁ ହୋଇଥିବା ବେଳେ , ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି | ଆଜି ଭୋର 3.୪୫ ରେଘଟିଥିଲା ଏହି ଭୟଙ୍କର ରେଳଦୂର୍ଘଟଣା | ସୂଚନା ମୁତାବକ ଓଡିଶା ସୀମାନ୍ତ ଝାରଖଣ୍ଡର ରାଜଖରସୁଆଁରେ ଘଟିଛି ଦୁର୍ଘଟଣା | ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ ହାୱଡା – ମୁମ୍ବାଇ ମେଲ ଏକ୍ସପ୍ରେର 3 ଟି ବଗି ଟ୍ରାକ ରୁ ଭାରିଜାଈ
ପାଖରେ ଛିଡ଼ାହୋଇଥିବା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା |ଫଳରେ 25 ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ , 2 ଜଣଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି |

Leave a Reply

Your email address will not be published. Required fields are marked *