ରାୟଗଡ଼ା ଜିଲ୍ଲା ଚଇତିଓଲୋକମହୋତ୍ସବ 2024 ଉଦଘାଟନକରିଵେ ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ
(ତେଲି ନାୟକ-ରାୟଗଡ଼ା) – ରାୟଗଡ଼ା ଜିଲ୍ଲା ଚଇତି ଓଲୋକ ମହୋତ୍ସବ ଉଦଘାଟନ କାର୍ଯ କର୍ମ ରେ ଯୋଗଦାନ କରିବାକୁ ନିମନ୍ତ୍ରଣ ଦେବାକୁ, ରାୟଗଡ଼ା ଜିଲ୍ଲା ପାଳ ଶ୍ରୀ ମତୀ ପାରୁଲ୍ ପାଟୟାରି, ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିଵ ପଟ୍ଟନାୟକ, ସମାଜ ସେବୀ ଶ୍ରୀ ରବିନ୍ଦ୍ର ପାଣିଗ୍ରାହୀ, ରାୟଗଡ଼ା ଜିଲ୍ଲା ଯୁଵ ମୋର୍ଚା ସଭାପତି ଶ୍ରୀ ଉମେଶ ଖୋସଲା, ଶ୍ରୀ କାଳି ରାମ ମାଝୀ , ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିଜେପି, ସମସ୍ତେ ମିଳିତ ଭାବେ ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ, ଙ୍କୁ ନିମନ୍ତ୍ରଣ ଦେବାକୁ ଭୂଭନେଶର ଯାଇ ନିମନ୍ତ୍ରଣ ଦେଇଛନ୍ତି, ମିଳିଥିବା ସୂଚନା ମୁତାବକ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 26 ତାରିଖ ଦିନ ରାୟଗଡ଼ା ଜିଲ୍ଲା ଚଇତି ଓଲୋକ ମହୋତ୍ସବ ଉଦଘାଟନ କାର୍ଯ ରେ ଯୋଗଦାନ କରିବାକୁ ସହମତି ପ୍ରକାଶ କରିଛନ୍ତିଓ ଲୋକଙ୍କ ଅଭିଯୋଗ ଶୁଣିବାକୁ କହିଛନ୍ତି ବୋଲି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିଵ ପଟ୍ଟନାୟକ ଗଣମାଧ୍ୟମରେ ପ୍ରକାଶ୍ କରିଛନ୍ତି, ଆହୁରି ମଧ୍ଯ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ରାୟଗଡ଼ା ଜିଲ୍ଲା କୁ ତାଙ୍କର ପ୍ରଥମ ଗ୍ରସ୍ତ, ଫଳରେ ରାୟଗଡ଼ା ଜିଲ୍ଲା ର ଅଧିକ ଉନୋତୀ ହେବାର ଆଶା ରଖିଛନ୍ତି, ମୂଖ୍ୟ ମନ୍ତ୍ରୀଙ୍କ ସହିତ,ଉପ ମୂଖ୍ୟ ମନ୍ତ୍ରୀ ଶ୍ରୀ ମତୀ ପ୍ରଭାତୀ ପରିଡ଼ା, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, କନକବର୍ଦ୍ଧନ ସିଂହଦେଓ,ସୁରୋଜ ସୂର୍ଯ୍ୟ ବଂଶୀ, ରବି ନାୟକ , ପଞ୍ଚାୟତ ରାଜ୍ ମନ୍ତ୍ରୀ ପ୍ରମୁଖ ଲୋକ ମହୋତ୍ସବରେ ସାମଲ ହେବେ ବୋଲି ଶ୍ରୀ ଶିବ ପଟ୍ଟନାୟକପ୍ରକାଶ କରିଛନ୍ତି, ରାୟଗଡ଼ା ଜିଲ୍ଲା ହେବା ଦିର୍ଘ ତେତିଶ ବର୍ଷ ପରେପ୍ରଥମ ଥର ମୂଖ୍ୟ ମନ୍ତ୍ରୀ ଚଇତି ମହୋତ୍ସବ ରେ ଯୋଗଦାନ କରୁଥିବାରୁ ଲୋକ ମାନଙ୍କ ମୁହଁରେ ଖୁସୀ ର ଲହରୀ ଖେଳିଯାଇଛି।