ଜଳ ବିହୁନେ ସୃଷ୍ଟି ନାଶ
ପୁରୁଷୋତ୍ତମପୁର ଗାଁ ମୁଣ୍ଡରେ ଥିବା ଧାନ ମିଲ୍ ସାମ୍ନା ରେ ପିଇବା ପାଣି ପାଇପି ଫାଟି ପାଣି ନଷ୍ଟ ହେଉଛି ଏହି ଘଟଣା ଟି ହେଉଛି ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଶ୍ରୀପୁରୁଷୋତ୍ତମ ପୁର ପଞ୍ଚାୟତ ଶ୍ରୀପୁରୁଷୋତ୍ତମ ଗାଁ ମୁଣ୍ଡରେ ଥିବା ଧାନ ମିଲ ସମ୍ମାରେ ଜଳ ନଷ୍ଟ ହେଉଛି, ଜଳ ହିଁ ଜୀବନ ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଜଳ ବଞ୍ଚାନ୍ତୁ ଜୀବନ ବଞ୍ଚାନ୍ତୁ ଏହି କଥା ସରକାର ବାରମ୍ବାର ଡିଡିମ୍ବ ପିଟୁଥିବା ବେଳେ ତାହା ସ୍ଥାନୀୟ ଜେଇ ଆସି ଦେଖିକି ଯିବା ଆଜକୁ 10ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକାର ମରାମତି କାର୍ଯ୍ୟ କରାଯାଇ ପାରିଲା ନାହିଁ । ଦିନ ଦୁଇ ଦିନ ଭିତରେ ଯଦି ମରାମତି କାର୍ଯ୍ୟ ନ ହୁଏ। ତାହାଲେ ପମ୍ପ ହାଉସ ରେ ତାଲା ପକେଇବେ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଚେତାବନି ଦେଇଛନ୍ତି ପୁରୀଜିଲ୍ଲା ଡେଲାଙ୍ଗ ରୁ ରାଜକିଶୋର ବେହେରା ଙ୍କ ରିପୋର୍ଟ ଉତ୍କଳ କ୍ରାନ୍ତି